ଆଜିର ଖବର ସୁଟିଂ ଫ୍ଲୋରରେ ଓଡ଼ିଆ ଚଳଚ୍ଚିତ୍ର “ଫେସବୁକ ଲଭ” ଭୁବନେଶ୍ଵର: ମୁନ ଟିଭି ମୁଭିଜ ଦ୍ୱାରା ପ୍ରସ୍ତୁତ ଓଡ଼ିଆ ଚଳଚ୍ଚିତ୍ର “ଫେସବୁକ ଲଭ” ର ସୁଟିଂ ଆରମ୍ଭ ହୋଇଯାଇଛି। ପ୍ରେମ କେମିତି ବି ହେଇପାରେ। ଏବେ ସୋସିଆଲ…