ଅନ୍ତରାଷ୍ଟ୍ରୀୟ 155.5 ବିଲିୟନ ଡ଼ଲାରର ସମ୍ପତ୍ତି ସହିତ ଗୌତମ ଆଦାନୀ ହେଲେ ଦୁନିଆର ଦ୍ୱିତୀୟ ଧନୀ ବ୍ୟକ୍ତି ନୂଆଦିଲ୍ଲୀ: 2022 ମସିହାରେ ଆଦାନୀ ଗ୍ରୁପ୍ ଚେୟାରମ୍ୟାନ୍ ଗୌତମ ଆଦାନୀ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ହେବା ପରଠାରୁ ସେ ପ୍ରତିଦିନ ନୂଆ ଉଚ୍ଚତାକୁ ଅତିକ୍ରମ କରୁଛନ୍ତି।…