ଫ୍ରାନ୍ସର ରାଷ୍ଟ୍ରଦୂତ

ଭୁବନେଶ୍ୱର, ଫ୍ରାନ୍ସର ରାଷ୍ଟ୍ରଦୂତ ଏମାନୁଏଲ୍‌ ଲେନାଇନ୍‌ ଭୁବନେଶ୍ବରରେ ଥିବା କଳାଭୂମି ପରିଦର୍ଶନ କରିଛନ୍ତି । ତାଙ୍କ ସହିତ କୋଲକାତାସ୍ଥିତ ଫ୍ରାନ୍ସ ଦୂତାବାସରେ ଅବସ୍ଥାପିତ କନ୍‌ସୁଲେଟ୍‌ ଜେନେରାଲ୍‌ ର୍ଭିଜିନି…