ଆଜିର ଖବର ଅପରେସନ ସିନ୍ଦୂର ପରେ ହେବ ଆଉ ଏକ କାର୍ଯ୍ୟାନୁଷ୍ଠାନ!: ଭାରତୀୟ ବାୟୁସେନାକୁ ‘ଫ୍ରି ହ୍ୟାଣ୍ଡ’ ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ପରେ, ପାକିସ୍ତାନ ବିରୁଦ୍ଧରେ ଆଉ ଏକ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ। ଏଥିପାଇଁ ଭାରତୀୟ ବାୟୁସେନାକୁ ଖୋଲା ଅଧିକାର ଦିଆଯାଇଛି। ବାୟୁସେନାକୁ ସ୍ପଷ୍ଟ ଭାବରେ କୁହାଯାଇଛି…