ବିଶେଷ ଖବର ବିରୋଧୀଙ୍କ ଲାଗି ନାଲି ଆଖି ହେଲେ ଶାସକ ଦଳକୁ ସଲାମ, ନିର୍ବାଚନ କମିଶନଙ୍କ ଅମେରୁଦଣ୍ଡୀ ଅବସ୍ଥା କେଦାର ମିଶ୍ର ଗତ ତିନିଦିନ ତଳେ ମାନ୍ୟବର ସୁପ୍ରିମ କୋର୍ଟ ଭାରତର ନିର୍ବାଚନ କମିଶନଙ୍କୁ ପଚାରିଥିଲେ ଯେ, ନିଜର କ୍ଷମତା ଓ ଶକ୍ତି ସମ୍ପର୍କରେ କମିଶନ କିଛି…