ଆଜିର ଖବର ଫ୍ୟାକ୍ଟ ଚେକ୍ ୟୁନିଟ୍ ମାଧ୍ୟମରେ ମିଥ୍ୟା ଖବର ଏବଂ ଭ୍ରମାତ୍ମକ ସୂଚନାର ମୁକାବିଲା କରୁଛନ୍ତି ସରକାର: ଅଶ୍ୱିନୀ ବୈଷ୍ଣବ ନୂଆଦିଲ୍ଲୀ: ମିଥ୍ୟା ଖବର, ଭ୍ରମାତ୍ମକ ସୂଚନା ଏବଂ ଅନୁଚିତ କାର୍ଯ୍ୟକ୍ରମ ପ୍ରସାରଣ ଉପରେ ଅଙ୍କୁଶ ଲଗାଇବା ପାଇଁ ସରକାର ଅନେକଗୁଡ଼ିଏ ପଦକ୍ଷେପ ନେଇଛନ୍ତି। ଏହାକୁ ଏକ ସ୍ୱାୟତ୍ତ…