ଆଜିର ଖବର ଭାରତର ପରାଜୟରେ କ୍ରୋଧିତ ହେଲେ ସଚିନ ତେନ୍ଦୁଲକର, କହିଲେ କେଉଁଠାରେ ରହିଲା ଭୁଲ୍ ନୂଆଦିଲ୍ଲୀ: ସେଞ୍ଚୁରିଅନରେ ବକ୍ସିଂ ଡେ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ଏକ ଲଜ୍ଜାଜନକ ପରାଜୟର ସମ୍ମୁଖୀନ ହୋଇଛି। ସିରିଜର ପ୍ରଥମ ଟେଷ୍ଟ ମ୍ୟାଚରେ ଟିମ୍ ଇଣ୍ଡିଆକୁ…