ଆଜିର ଖବର ବଗଲା ଧର୍ମଶାଳାରେ ପ୍ଲଟିଂ ବିକ୍ରୀକୁ ପ୍ରଶାସନ ବନ୍ଦ ନ କଲେ ଆନ୍ଦୋଳନ ତୀବ୍ରତର ହେବ, ସମ୍ବିତ ପାତ୍ର ଭୁବନେଶ୍ବର, ପୁରୀ ପ୍ରଶାସନ ତୁରନ୍ତ ବଗଲା ଧର୍ମଶାଳାକୁ ପ୍ଲଟିଂ ବିକ୍ରୀ ଯୋଜନାରୁ ନିବୃତ ରୁହନ୍ତୁ। ତାହା ନ ହେଲେ ବିଜେପି ତରଫରୁ ତୀବ୍ର ବିରୋଧ କରାଯିବ। ଆଜି…