ଆଜିର ଖବର ଶାସନ ବାଡିରେ ପଡ଼ିଚ଼ରଚ଼ିଲେ ମା’ସାଆନ୍ତାଣୀ ଭଗବତୀ, ଆଠ ଶାସନ ଉତ୍ସବ ମୁଖର ବାଣପୁର: ଶ୍ରୀକ୍ଷେତ୍ରର ଷୋଳ ଶାସନ ପରି ବଙ୍କାଡ଼ଗଡ଼ ରାଜବଂଶଙ୍କ ଦ୍ଵାରା ପ୍ରତିଷ୍ଠିତ ବାଣପୁରର ଆଠ ଶାସନର ଇଷ୍ଟଦେବୀ ମା’ ଭଗବତୀ ବରଷକେ ଥରେ ଶାସନ ବାଡ଼ିର ପ୍ରତି…