ଆଜିର ଖବର ବଙ୍ଗଳା ହିଂସାକୁ ନେଇ ଉଭୟ ରାଜ୍ୟ ସରକାର ଓ ବିରୋଧୀଙ୍କୁ ଟାର୍ଗେଟ କଲେ ସମ୍ବିତ ପାତ୍ର ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଅନୁଷ୍ଠିତ ପଞ୍ଚାୟତ ନିର୍ବାଚନ ପରେ ଭୋଟ୍ ଗଣନା ଚାଲିଛି। ଏହି ସମୟରେ ବିଜେପିର ଜାତୀୟ ମୁଖପାତ୍ର ଡା ସମ୍ବିତ ପାତ୍ର ଏକ ସାମ୍ବାଦିକ ସମ୍ମିଳନୀ…