ଆଜିର ଖବର ପୋଷାକ ଏବଂ ଜୋତା ସମେତ ଶସ୍ତା ହେଲା ଏହି ସମସ୍ତ ଜିନିଷ, ଜାଣନ୍ତୁ କାହାର ମୂଲ୍ୟରେ ହେଲା ବୃଦ୍ଧି ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ସୀତାରମଣ ଆଜି ଚତୁର୍ଥ ବଜେଟ୍ ଉପସ୍ଥାପନ କରିଛନ୍ତି। ଆଜିର ବଜେଟରେ ଅନେକ ବଡ ଘୋଷଣା କରାଯାଇଛି। ବଜେଟର ଉପସ୍ଥାପନା ପରେ କିଛି ସାମଗ୍ରୀ ମହଙ୍ଗା…