ବିଶେଷ ଖବର ରେଳବାଇ ପାଇଁ ୨.୪ ଲକ୍ଷ କୋଟି ବଜେଟ୍ ଘୋଷଣା, ଯାହା ୨୦୧୪ ତୁଳନାରେ ୯ ଗୁଣ ଅଧିକ ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସାଧାରଣ ବଜେଟ୍ ଘୋଷଣା କରିଛନ୍ତି। ଯେଉଁଥିରେ ରେଳ ବଜେଟ୍ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି। କେନ୍ଦ୍ର ସରକାର ପୁଣି ଥରେ ରେଳବାଇର…