ଅପରାଧ ବଟଲା ହାଉସ ମାମଲାରେ ଆରିଜ ଖାନଙ୍କ ଦଣ୍ଡାଦେଶକୁ ସୁରକ୍ଷିତ ରଖିଲେ କୋର୍ଟ: ମୃତ୍ୟୁ ଦଣ୍ଡାଦେଶ ପାଇଁ ଦାବି ନୂଆଦିଲ୍ଲୀ: ବଟଲା ହାଉସ ଏନକାଉଣ୍ଟର ମାମଲାରେ ଆରିଜ ଖାନଙ୍କ ଦଣ୍ଡାଦେଶକୁ ଶାକେତ କୋର୍ଟ ସୁରକ୍ଷିତ ରଖିଛନ୍ତି। କୋର୍ଟ ଆଜି ଅପରାହ୍ନ ୪ ଟାରେ ରାୟ ଶୁଣାଇବେ। ଆଜି…