ଆଜିର ଖବର ନୋଏଡା ସେକ୍ଟର ୧୪୨-ବଟାନିକାଲ୍ ଗାର୍ଡେନ୍ ମଧ୍ୟରେ ମେଟ୍ରୋ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରୀ ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ୍ ନୋଏଡା ସେକ୍ଟର ୧୪୨ ରୁ ବଟାନିକାଲ୍ ଗାର୍ଡେନ୍ (ନୋଏଡା) ପର୍ଯ୍ୟନ୍ତ ୮ଟି ଷ୍ଟେସନ ସମେତ ନୋଏଡା…