ଆଜିର ଖବର ବାଣପୁର ପୋଲିସର ନିଦ ହଜାଇଲେ ଚୋର: ୨୪ ଘଣ୍ଟା ମଧ୍ୟରେ ଦୁଇଟି ବଡଧରଣର ଚୋରୀ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଲଗାତାର ଭାବେ ଚୋରି ଲୁଟ ବଢ଼ିବାରେ ଲାଗିଛି। ଗତକାଲି ବାଣପୁର ବାଇପାସ ନିକଟରୁ ବନ୍ଧୁକ ମୁନରେ ୮ ଲକ୍ଷରୁ…