ଅପରାଧ ବଡପୋଖରିଆ ରାସ୍ତାରେ ମାତିଲେ ଲୁଟେରା: ଦୁଇ ମହିଳା କର୍ମଚାରୀଙ୍କ ଠାରୁ ଲୁଟିନେଲେ ସ୍କୁଟି ଆଉ ଟଙ୍କା ନିରାକାରପୁର: ଘରୋଇ ଫାଇନାନ୍ସ କମ୍ପାନୀର ମହିଳା କର୍ମଚାରୀଙ୍କ ଠାରୁ ଗାଡି ଓ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି। ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଖଜୁରୀପଡା ବଡପୋଖରିଆ…