ଆଜିର ଖବର ରେଢ଼ାଖୋଲରେ କଲରାପତରିଆ ବାଘ ଆତଙ୍କ, ଗାଈକୁ ମାରି ଖାଇଲା, ଭୟଭୀତ ଜନସାଧାରଣ କନ୍ଦର୍ପ ବେହେରା ରେଢ଼ାଖୋଲ: ରେଢ଼ାଖୋଲ ବନଖଣ୍ଡ ବଡବାହାଳ ରେଞ୍ଜ ଅଞ୍ଚଳରେ ବାଘ ଆତଙ୍କରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସୂଚନାଯୋଗ୍ୟ ଯେ, ରେଢ଼ାଖୋଲ ବନଖଣ୍ଡ ବଡବାହାଳ ରେଞ୍ଜର କଦଳୀଗଡ…