ଆଜିର ଖବର ଖୋର୍ଦ୍ଧା ପୋଲିସର ବଡ଼ ଧରଣର ଅଦଳବଦଳ: ୨୬ ଏସ୍ଆଇ ଏବଂ ଏଏସ୍ଆଇଙ୍କ ବଦଳି ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ପୋଲିସରେ ଏସ୍ଆଇ ଏବଂ ଏଏସ୍ଆଇ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ଏସପି ବିବେକାନନ୍ଦ ଶର୍ମା। ସମୁଦାୟ ୨୬ଜଣ ଏସ୍ଆଇ ଏବଂ ଏଏସ୍ଆଇଙ୍କ…