ଅନ୍ତରାଷ୍ଟ୍ରୀୟ କରୋନା ସଙ୍କଟ: ଭାରତକୁ ବ୍ରିଟେନର ବଡ ସହାୟତା, ପଠାଇଲା ୧୦୦୦ ଭେଣ୍ଟିଲେଟର ନୂଆଦିଲ୍ଲୀ: ମହାମାରୀ ବିରୋଧରେ ଲଢେଇ ପାଇଁ ଭାରତ ସହ ବ୍ରିଟେନ ହାତ ମିଶାଇଛି। ଭାରତର ଏହି ସମୟରେ ସଙ୍କଟମୋଚକ ଭାବେ ବ୍ରିଟେନ ଠିଆ ହୋଇଛି। ବ୍ରିଟେନ ଆଜି…