ଆଜିର ଖବର ପୁଣିଥରେ ବାଜିଲା କରୋନାର ସତର୍କ ଘଣ୍ଟି, ଜାଣନ୍ତୁ କେଉଁ ରାଜ୍ୟରେ ବଢିଛି ସଂକ୍ରମଣ ନୂଆଦିଲ୍ଲୀ: ଦେଶରେ କରୋନା ପୁଣିଥରେ ସତର୍କ ଘଣ୍ଟି ବଜାଇବା ଆରମ୍ଭ କରିଛି। କୋଭିଡ ସଂକ୍ରମଣ ମାମଲା ଗତ କିଛି ଦିନ ହେବ ଦେଶରେ ଚିନ୍ତାର ବିଷୟ ପାଲଟିଛି।…