ଅପରାଧ ଆକ୍ରମଣ ପରେ ଅସଦୁଦ୍ଦିନ ଓୱାଇସିଙ୍କ ବଢିଲା ସିକ୍ୟୁରିଟି, ଜେଡ ବର୍ଗର ସୁରକ୍ଷା ଦେଲା କେନ୍ଦ୍ର ସରକାର ନୂଆଦିଲ୍ଲୀ: ହାଇଦ୍ରାବାଦରୁ ଲୋକସଭା ସାଂସଦ ଅସଦୁଦ୍ଦିନ ଓୱାଇସିଙ୍କ ଉପରେ ଆକ୍ରମଣ ପରେ କେନ୍ଦ୍ର ସରକାର ତାଙ୍କ ସୁରକ୍ଷାକୁ ବୃଦ୍ଧି କରିଛି। ସୂତ୍ର ଅନୁଯାୟୀ ସାଂସଦ ଅସଦୁଦ୍ଦିନ ଓୱାଇସିଙ୍କ…