ଆଜିର ଖବର କଂଗ୍ରେସ ନେତୃତ୍ୱରେ ବିରୋଧୀ ଦଳର ବୈଠକ, ବଦରୁଦ୍ଦିନ ଅଜମଲଙ୍କ ଦଳକୁ ମିଳିଲା ନାହିଁ ନିମନ୍ତ୍ରଣ ଗୁଆହାଟୀ: ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନରେ ବିଜେପିକୁ ଚ୍ୟାଲେଞ୍ଜ କରିବା ଲାଗି ଆସାମ କଂଗ୍ରେସ ନେତୃତ୍ୱରେ ୧୧ ଟି ରାଜନୈତିକ ଦଳର ଏକ ବୈଠକ…