ଆଜିର ଖବର ଅଗଷ୍ଟ ୧ ରୁ ବଦଳିବ ଅନେକ ନିୟମ, ଆପଣଙ୍କ ପକେଟ ଉପରେ ସିଧାସଳଖ ପକାଇବ ପ୍ରଭାବ, ଜାଣନ୍ତୁ କଣ ନୂଆଦିଲ୍ଲୀ: ୨୦୨୨ ବର୍ଷର ଜୁଲାଇ ମାସ ଶେଷ ହୋଇଛି। ତିନି ଦିନ ମଧ୍ୟରେ ନୂଆ ମାସ ଆରମ୍ଭ ହେବ। ଏଭଳି ପରିସ୍ଥିତିରେ ଅଗଷ୍ଟ ମାସରେ ଏଭଳି ଅନେକ…