ବନ୍ଦୀଙ୍କ ଆତ୍ମହତ୍ୟା

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗତକାଲି ସନ୍ଧ୍ୟାରେ ମଣ୍ଡଳ କାରାଗାରରେ ଜଣେ ବିଚାରାଧୀନ ବନ୍ଦୀ ଆତ୍ମହତ୍ୟା କରିଛି। ତାଙ୍କର ନାମ ଶାନ୍ତନୁ କୁମାର ପାତ୍ର ବୋଲି ଜଣାପଡିଛି।…