ଅନ୍ତରାଷ୍ଟ୍ରୀୟ ଲଣ୍ଡନରେ ଫସିରହିଥିବା 329 ଯାତ୍ରୀଙ୍କୁ ନେଇ ମୁମ୍ବାଇରେ ପହଁଞ୍ଚିଲା ଏୟାର ଇଣ୍ଡିଆ ବିମାନ ମୁମ୍ବାଇ, ବିଦେଶରେ ଫସି ରହିଥିବା ଭାରତୀୟମାନଙ୍କୁ ଆଣିବା ପାଇଁ କେନ୍ଦ୍ର ସରକାର ଲାଗୁ କରିଛନ୍ତି ବନ୍ଦେ ଭାରତ ଏକ୍ସେପ୍ରେସ କାର୍ଯ୍ୟକ୍ରମ। ଏହି କ୍ରମରେ ଆଜି ଲଣ୍ଡନରୁ ଏକ…