ଆଞ୍ଚଳିକ ମହାଙ୍ଗା ପଡ଼ିଲା ବାଣପୁର ଉପନିବନ୍ଧକଙ୍କୁ ଗାଳିଗୁଲଜ କରିବା: ବନ୍ଧାହେଲେ ଅଭିଯୁକ୍ତ ବାଣପୁର (ସୀତାରାମ ଅଗ୍ରୱାଲ): ମହାଙ୍ଗା ପଡ଼ିଲା ଉପନିବନ୍ଧକଙ୍କୁ ଗାଳିଗୁଲଜ କରିବା। ବନ୍ଧାହେଲେ ଅଭିଯୁକ୍ତ। ଅଭିଯୁକ୍ତ ଜଣକ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଭୀମପୁର ଗ୍ରାମର ଡାକ…