ବନ୍ଧୁକ ଆତଙ୍କ

ନୂଆଦିଲ୍ଲୀ: ଆମେରିକାର ପଡୋଶୀ ଦେଶ ମେକ୍ସିକୋରେ ଆଖିବୁଜା ଗୁଳି ବିନିମୟ ହୋଇଛି। ଆକ୍ରମଣକାରୀ ୧୨ ଜଣଙ୍କୁ ହତ୍ୟା କରିଛି। କେନ୍ଦ୍ରୀୟ ମେକ୍ସିକୋରେ ଏହି ଭୟଙ୍କର ହତ୍ୟାକାଣ୍ଡ ଘଟିଛି।…