ଆଞ୍ଚଳିକ ବାଣପୁର ଗୋଦାବରୀଶ ବିଦ୍ୟାପୀଠର ୧୯୯୯ ବ୍ୟାଚ୍ର ବନ୍ଧୁମିଳନ ଉତ୍ସବ ସମ୍ପନ୍ନ ଭୁବନେଶ୍ବର: ସମୟର ସ୍ରୋତରେ ବର୍ଷ ପରେ ବର୍ଷ ବିତିଯାଇଥିଲେ ମଧ୍ୟ ବିଦ୍ୟାଳୟ ଜୀବନର ମଧୁର ସ୍ମୃତି, ନିଷ୍କପଟ ହସ-ଖୁସି ଏବଂ ଶୈଶବର ସାଙ୍ଗସାଥୀଙ୍କ ମଧ୍ୟରେ ଥିବା ଆତ୍ମୀୟତା…