ଆଜିର ଖବର ଗାଁ ଦାଣ୍ଡ ବନ୍ୟାପାଣିରେ ବୁଡି ବାଳକ ମୃତ ଯାଜପୁର: ବନ୍ୟା ପାଣି ନେଲା ୧୨ ବର୍ଷୀୟ ବାଳକଙ୍କ ଜୀବନ। ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ କୟାଁଗୋଲା ପଞ୍ଚାୟତ ଇଛାପୁର ଗାଁରେ ଘଟିଛି ଏହି ଅଘଟଣ। ଗାଁ…