ଆଜିର ଖବର ଋତୁକାଳୀନ ଫଳ ବରକୋଳି ଖାଇବା ଜରୁରୀ, ଏହାର ଫାଇଦା ଜାଣିଲେ ହେବେ ଆଶ୍ଚର୍ଯ୍ୟ ସ୍ୱାସ୍ଥ୍ୟ ଟିପ୍ସ: ଫେବୃଆରୀ ମାସ ହେଉଛି ଖଟା ଏବଂ ମିଠା ବରକୋଳିର ଋତୁ। ଫଳ ଦୋକାନରେ ଆପଣ ନିଶ୍ଚିତ ଭାବରେ ହଳଦିଆ-ହଳଦିଆ ବରକୋଳି ଦେଖିବାକୁ ପାଇବେ। କିଛି…