ଅପରାଧ ନାବାଳିକାଙ୍କ ସହ ଗଣଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ, ୬ ଅଭିଯୁକ୍ତଙ୍କୁ ଅଟକ ରଖିଛି ପୋଲିସ ନୂଆଦିଲ୍ଲୀ: ପିଲିଭୀତ ଜିଲ୍ଲାର ବରଖେଡା ଅଞ୍ଚଳରେ ପାଠ ପଢିବାକୁ ଯାଇଥିବା ୧୬ ବର୍ଷର ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ପୋଲିସ ୬ ଜଣଙ୍କୁ ପଚରାଉଚରା କରୁଛି।…