ଆଜିର ଖବର ସାବଧାନ: ବାଇକରୁ ପ୍ରଚଣ୍ଡ ଶଦ୍ଦ କରୁଥିଲେ ତାକୁ ଧରିବ ପୋଲିସ, ଏବେ 15ଟି ଗାଡି ଜବତ ବରଗଡ: ବର୍ତ୍ତମାନ ଶଦ୍ଦ ପ୍ରଦୂଷଣ ସୃଷ୍ଟି କରୁଥିବା ବାଇକ ବା ବୁଲେଟକୁ ଗୋଡାଇ ଗୋଡାଇ ଧରିବ ପୋଲିସ। ଏହିପରି ଏକ ବଡ ପଦକ୍ଷେପ ଗ୍ରହଣ କରିଛି ବରଗଡ…