ଅପରାଧ ବରଯାତ୍ରୀ ଶୋଭାଯାତ୍ରାରେ ଆକ୍ରମଣ, ସଙ୍କଟାପନ୍ନ ଅବସ୍ଥାରେ ଗୁରୁତର ଯୁବକ ବିଶାଖାପାଟଣା ସ୍ଥାନାନ୍ତର ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ହିଞ୍ଜିଳି ଥାନା ଅର୍ନ୍ତଗତ କଣ୍ଟେଇ କୋଳି ଗ୍ରାମର କାହ୍ନା ସାହୁ ଜଣେ ଯୁବକ ବରଯାତ୍ରୀ ଶୋଭାଯାତ୍ରାରେ ଯୋଗଦେବା ପାଇଁ ଶ୍ରଦ୍ଧାପୁର ଯାଇଥିଲେ।…