ଆଜିର ଖବର ପଦରୁ ହଟିଲେ ବରିଷ୍ଠ ଆଇଏସ ବିଷ୍ଣୁପଦ ସେଠୀ: ତାଙ୍କ ସ୍ଥାନରେ ନିଯୁକ୍ତ ହେଲେ ସଂଜୀବ ମିଶ୍ର ଭୁବନେଶ୍ୱର: ବରିଷ୍ଠ ଆଇଏସ ବିଷ୍ଣୁପଦ ସେଠୀଙ୍କୁ ପଦବୀରୁ ରାଜ୍ୟ ସରକାର ହଟାଇଦେଇଛନ୍ତି। ଏସସି ଏସଟି ବିଭାଗରୁ ତାଙ୍କୁ ରାଜ୍ୟ ସରକାର ହଟାଇଦେଇଛନ୍ତି। ସେ ୩ ଟି ପ୍ରମୁଖ…