ଆଜିର ଖବର ରାଜ୍ୟ ବରିଷ୍ଠ ନାଗରିକ ନୀତିରେ ହେବ ସଂଶୋଧନ ଭୁବନେଶ୍ୱର: ରାଜ୍ୟରେ ବରିଷ୍ଠ ନାଗରିକଙ୍କ ପାଇଁ ଥିବା ରାଜ୍ୟ ବରିଷ୍ଠ ନାଗରିକ ନୀତି, ୨୦୧୬ରେ ସଂଶୋଧନ କରାଯିବ। ଏନେଇ ରାଜ୍ୟ ସରକାର ବିଚାର କରୁଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ…