ଅପରାଧ ୫୦ ଲକ୍ଷ ଲାଞ୍ଚ!, ବରିଷ୍ଠ ରେଳ ଅଧିକାରୀଙ୍କୁ ଗିରଫ କଲା ସିବିଆଇ ନୂଆଦିଲ୍ଲୀ: ଲାଞ୍ଚ ନେଇଥିବାରୁ ଭାରତୀୟ ରେଳ ସେବାର ଜଣେ ବରିଷ୍ଠ ଅଧିକାରୀଙ୍କୁ ସିବିଆଇ ଗିରଫ କରିଛି। ଗିରଫ ଅଧିକାରୀଙ୍କ ନାମ ଜିତେନ୍ଦ୍ର ପାଲ ସିଂ ଏବଂ ସେ…