ଜାତୀୟ ଖବର ଐତିହ୍ୟ ସ୍ମାରକୀ ଶିଳାନ୍ୟାସକୁ ବର୍ଷେ ପୁରିଲା, ଏଯାଏ ଇଟା ଖଣ୍ଡେ ପଡିନି କି ଜବରଦଖଲ ଉଚ୍ଛେଦ ହେଉନି ଭୁବନେଶ୍ୱର: ଠିକ ବର୍ଷେ ତଳେ ଡିସେମ୍ବର 8 ତାରିଖରେ ଖୋର୍ଦ୍ଧାର ଐତିହାସିକ ବରୁଣେଇ ପାହାଡ଼ ନିକଟରେ ପାଇକ ବିଦ୍ରୋହର ସ୍ମାରକୀକୁ ଭିତ୍ତି ପ୍ରସ୍ତର ପଡିଥିଲା। ପାଇକ ସ୍ମୃତି…