ଆଜିର ଖବର ବର୍ଦ୍ଧିତ ଆନ୍ଧ୍ର ଭତ୍ତା ଓ ଛତିଶଗଡ଼ ଧାନ ଦର ପ୍ରସଙ୍ଗରେ ବିଜେଡ଼ିକୁ ଘେରିବ ନବନିର୍ମାଣ କୃଷକ ସଂଗଠନ ଭୁବନେଶ୍ୱର: ବାହାରକୁ ଲାଗୁଛି ନବୀନ ସରକାର ରାଜ୍ୟବାସୀଙ୍କୁ ଘିଅ ମହୁରେ ଭସାଇ ଦେଲେଣି। କେଉଁ ବର୍ଗଙ୍କୁ ଅସୁବିଧାରେ ରଖିନାହାଁନ୍ତି। ପ୍ରାୟ ସମସ୍ତେ ସନ୍ତୁଷ୍ଟ। ପୁଣି ସ୍ମାର୍ଟ ସ୍ୱାସ୍ଥ୍ୟକାର୍ଡ଼ର…