ଅନ୍ତରାଷ୍ଟ୍ରୀୟ ଡବ୍ଲୁଟିସି ଫାଇନାଲ ମ୍ୟାଚରେ ବର୍ଷା ଆଶଙ୍କା: ମ୍ୟାଚ ଡ୍ର’ ହେଲେ କେଉଁ ଦଳ ହେବ ଚମ୍ପିୟାନ, ଜାଣନ୍ତୁ ଆଇସିସିର ନିୟମ ନୂଆଦିଲ୍ଲୀ: ୱାର୍ଲ୍ଡ ଟେଷ୍ଟ ଚମ୍ପିୟାନଶିପ ଫାଇନାଲ ମ୍ୟାଚରେ ବର୍ଷା ସମ୍ଭାବନା ଯୋଗୁଁ ଖେଳାପ୍ରେମୀମାନେ ଚିନ୍ତାରେ ପଡିଛନ୍ତି। ଇଂଲଣ୍ଡର ସାଉଥେମ୍ପଟନରେ ଲଗାତର ବର୍ଷା ଯୋଗୁଁ ପ୍ରଥମ ଦିନର ଖେଳ…