ରାଜ୍ୟ ଖବର ଅବପାତ ବର୍ଷା ଓ ଝଡ଼ରେ ଭୁବନେଶ୍ବର ଉପକଣ୍ଠ ବେହାଲ ଭୁବନେଶ୍ବର: ଖୋର୍ଦ୍ଧା ଜିଲ୍ଲାରେ ଅବପାତ ପ୍ରଭାବରେ ଗତ ତିନି ଦିନ ଧରି ଲଗାଣ ବର୍ଷା ଲାଗିରହିଛି। ବୁଧବାର ମଧ୍ୟରାତ୍ରିରୁ ପ୍ରବଳ ବର୍ଷା ହେତୁ ଖୋର୍ଦ୍ଧା ଜିଲ୍ଲାର ସମସ୍ତ…