ଆଜିର ଖବର ଲଗାଣ ବର୍ଷାରେ ବେହାଲ ବାଣପୁର: ଜଳମଗ୍ନ ହୋଇଛି ହଜାର ହଜାର ଏକର ଧାନ ଜମି ସୀତାରାମ ଅଗ୍ରୱାଲ ବାଣପୁର: ଆଉ ଗୋଟିଏ ଲଘୁଚାପ ବଙ୍ଗୋପସାଗରରେ ସକ୍ରିୟ ରହିଛି। ଯାହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଜାରି ରହିଛି। ଅନେକ ସ୍ଥାନରେ ପ୍ରବଳ…