ଅନ୍ତରାଷ୍ଟ୍ରୀୟ ବର୍ଷା ଯୋଗୁଁ ବାତିଲ ହେଲା ଦ୍ଵିତୀୟ ଦିନିକିଆ, ନ୍ୟୁଜିଲାଣ୍ଡ ୧-୦ ରେ ସିରିଜ ଅଗ୍ରଣୀ ନୂଆଦିଲ୍ଲୀ: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍ ହାମିଲଟନରେ ଖେଳାଯାଇଥିଲା। କିନ୍ତୁ ବର୍ଷା ଯୋଗୁଁ ଏହି ମ୍ୟାଚ୍ ବାଧାପ୍ରାପ୍ତ ହେଲା ଏବଂ…