ଆଜିର ଖବର ରେଳଷ୍ଟେସନ ନିକଟରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ବଲାଙ୍ଗିର: ବଲାଙ୍ଗିର ରେଳଷ୍ଟେସନ ନିକଟ ଏକ ବରଗଛରୁ ଜଣେ ଅଜଣା ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ପୋଲିସ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରୀ ରହିଛି।…