ଆଜିର ଖବର ଅକ୍ଷୟ କୁମାରଙ୍କ ନାମରେ ଯୋଡି ହେଲା ଆଉ ଏକ ଟାଇଟଲ୍, ସୃଷ୍ଟି କଲେ ଗିନିଜ ୱାର୍ଲ୍ଡ ରେକର୍ଡ ମୁମ୍ବାଇ: ବଲିଉଡ ଖେଳାଳି ତଥା ଅକ୍ଷୟ କୁମାର ତାଙ୍କ ଫିଲ୍ମ ‘ସେଲଫି’ ପାଇଁ ଆଜିକାଲି ହେଡଲାଇନରେ ଅଛନ୍ତି। କିନ୍ତୁ ମଝିରେ ମଝିରେ ଅଭିନେତାଙ୍କ ସହ ଏପରି ଖବର…