ଆଞ୍ଚଳିକ ନବୀନ ସରକାର ଆମର ପୈତୃକ ଜମିବାଡ଼ି ବଳପୂର୍ବକ ଛଡ଼ାଇ ନେଇଛନ୍ତି: ବିଧାୟକ ସୁର ରାଉତରାୟ ଭୁବନେଶ୍ୱର: ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି ଯେ, ଜଟଣୀ ମ୍ୟୁନିସିପାଲିଟି ଏବଂ ତତ୍ ସଂଲଗ୍ନ…