ଆଜିର ଖବର ଆଜି ରାକ୍ଷୀ ପୂର୍ଣ୍ଣିମା, କରୋନା କଟକଣା ଭିତରେ ଭାଇମାନଙ୍କ ହାତରେ ଭଉଣୀମାନେ ବାନ୍ଧିଲେ ରାକ୍ଷୀ ଭୁବନେଶ୍ବର, ଆଜି ହେଉଛି ପବିତ୍ର ରାକ୍ଷୀ ପୂର୍ଣ୍ଣିମା ତଥା ପ୍ରଭୁ ବଳରାମଙ୍କ ଜନ୍ମଦିନ। ପରଂପରା ରହିଛି ଆଜିର ଦିନରେ ଭଉଣୀର ରକ୍ଷା କବଚ ଭାବେ ଭାଇଙ୍କୁ ମନେ…