ଆଜିର ଖବର ବଳରାମ ଦାସଙ୍କ ସମାଧି ପୀଠରେ ନିର୍ମାଣ ହେବ ଲକ୍ଷ୍ମୀ ପୁରାଣ କରିଡର ଗୋପ: ଗୋପ ବ୍ଲକର ବେଗୁନିଆ ଗ୍ରାମସ୍ଥିତ କବି ବଳରାମ ଦାସଙ୍କ ସମାଧି ପୀଠରେ ‘ଲକ୍ଷ୍ମୀ ପୁରାଣ କରିଡର’ ନିର୍ମାଣ କରାଯିବ। ପର୍ଯ୍ୟଟନ ବିଭାଗ ଆୟୋଜିତ ‘ଶକ୍ତି ବନ୍ଦନାର…