ବସ୍ତି ମୁକ୍ତ

ଭୁବନେଶ୍ବର: ଓଡିଶାକୁ ବସ୍ତି ମୁକ୍ତ କରାଯିବ। ୨୦୨୩ ମସିହା ସୁଦ୍ଧା ଓଡିଶାକୁ ବସ୍ତିମୁକ୍ତ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟରେ ବସ୍ତି ଅଞ୍ଚଳରେ ଉନ୍ନତିକରଣ କରାଯିବ।…