ଆଜିର ଖବର ବଙ୍ଗଳାରେ ଦୁଇ ମହିଳାଙ୍କୁ ବସ୍ତ୍ରହୀନ କରିବା ମାମଲାରେ କଂଗ୍ରେସ କାହିଁକି ଚୁପ୍?: ସ୍ମୃତି ଇରାନୀଙ୍କ ପ୍ରଶ୍ନ ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଦୁଇ ମହିଳାଙ୍କୁ ବସ୍ତ୍ରହୀନ ପ୍ରସଙ୍ଗରେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଗୁରୁତର ପ୍ରଶ୍ନ ଉଠାଇଛନ୍ତି। ସ୍ମୃତି ଇରାନୀ କହିଛନ୍ତି ଯେ, ରାଜ୍ୟରେ ଦୁଇଜଣ ମହିଳାଙ୍କୁ…