ଆଜିର ଖବର ମଧ୍ୟପ୍ରଦେଶରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା: ବସ୍-କାର ଧକ୍କାରେ ୧୧ ମୃତ ଭୋପାଳ: ମଧ୍ୟପ୍ରଦେଶର ବେତୁଲ ପରତୱାଡା ରାସ୍ତାରେ ବସ୍ ଏବଂ ଟାଭେରା ମଧ୍ୟରେ ପ୍ରବଳ ଧକ୍କା ହୋଇଛି। ଟାଭେରାରେ ଯାତ୍ରା କରୁଥିବା ୧୧ ଜଣଙ୍କର ମୃତ୍ୟୁ ହୋଇଛି। ୭…